ରସାଞ୍ଜନ

ଉଇକିଅଭିଧାନ‌ରୁ

ରସାଞ୍ଜନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରସଜାତ ଅଞ୍ଜନ; ମ. ପ. ଲୋ)[ସମ୍ପାଦନା]

ସୁରୁମା; ପାରଦ ଜାତ କଜ୍ଜ୍ୱଳବିଶେଷ (ନେତ୍ରରୋଗରେ ଔଷଧ ରୂପରେ ବ୍ୟବହୃତ) —Gray ore of antimony; stibium; Antimony, Sulphuret of antimony.

[ଦ୍ରଷ୍ଟବ୍ୟ —ଏହା ଚାକ— ଚଶାଳୀ କୃଷ୍ଣବର୍ଣ୍ଣ ଧାତୁଦ୍ରବ୍ୟ ବିଶେଷ ଏହା ଦୁଇପ୍ରକାରର ୧ ପ୍ରାକୃତିକ ରସାଞ୍ଜନ—ଲେମ୍ୱୁରସରେ ବତୁରାଇ ଏହା ଶୋଧନ କରି ଔଷଧରେ ବ୍ୟବହାର କରାଯାଏ

୨. ରସାଞ୍ଜନ (କୃତ୍ରିମ)—ଦାରୁହରିଦ୍ରାର କ୍ୱାଥ ସଙ୍ଗେ ସମାନ ଭାଗ ଦୁଧ ମିଶାଇ, ପାକ କରି କୃତ୍ରିମ ରସାଞ୍ଜନ ପ୍ରସ୍ତୁତ କରାଯାଏ (Extract of Indian Berbery). ଏହା ଅସଲ ରସାଞ୍ଜନ ଅପେକ୍ଷା ନିକୃଷ୍ଟ]