ରାଇତା

ଉଇକିଅଭିଧାନ‌ରୁ

ରାଇତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସ. ରାଜିକାକ୍ତା)[ସମ୍ପାଦନା]

୧. ପରିବା ସଙ୍ଗେ ରାଇ ବା ବେସର, ଦହି, ଖଟା ଓ ମିଠା ଦିଆଯାଇ କରାଯାଇଥିବା ଏକପ୍ରକାର ଅମ୍ଳ ବ୍ୟ଼ଞ୍ଜନ —୧. A sour curry prepared by mixing vegetables with mustard paste, curd, acid, acid and sugar; salad.

(ଯଥା—ଭଣ୍ଡାରାଇତା, ଜହ୍ମିରାଇତା ଇତ୍ୟାଦି)

୨. (ବୈଦ୍ୟକ) ରାଜିକାକ୍ତା; ଦଧି, ଲବଣ, ଲାଉର କ୍ଷୁଦ୍ର ଖଣ୍ଡ, ରାଇସୋରିଷ ଗୁଣ୍ଡା, ଛୋଟଅଳାଇଚ ଗୁଣ୍ଡା ମିଶାଇ ଏକତ୍ର ରନ୍ଧାଯିବା ବ୍ୟଞ୍ଜନ ବିଶେଷ —୨. A curry made of chopped gourd mixed with mustard powder and some other spices.