ରାଇତା
ଦେଖଣା
ରାଇତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସ. ରାଜିକାକ୍ତା)
[ସମ୍ପାଦନା]- ୧. ପରିବା ସଙ୍ଗେ ରାଇ ବା ବେସର, ଦହି, ଖଟା ଓ ମିଠା ଦିଆଯାଇ କରାଯାଇଥିବା ଏକପ୍ରକାର ଅମ୍ଳ ବ୍ୟ଼ଞ୍ଜନ —୧. A sour curry prepared by mixing vegetables with mustard paste, curd, acid, acid and sugar; salad.
(ଯଥା—ଭଣ୍ଡାରାଇତା, ଜହ୍ମିରାଇତା ଇତ୍ୟାଦି)
- ୨. (ବୈଦ୍ୟକ) ରାଜିକାକ୍ତା; ଦଧି, ଲବଣ, ଲାଉର କ୍ଷୁଦ୍ର ଖଣ୍ଡ, ରାଇସୋରିଷ ଗୁଣ୍ଡା, ଛୋଟଅଳାଇଚ ଗୁଣ୍ଡା ମିଶାଇ ଏକତ୍ର ରନ୍ଧାଯିବା ବ୍ୟଞ୍ଜନ ବିଶେଷ —୨. A curry made of chopped gourd mixed with mustard powder and some other spices.