ରାଉତ
ଦେଖଣା
ରାଉତ
ଉଚ୍ଚାରଣ
[ସମ୍ପାଦନା](ରାଉତାଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାଉତ
|
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ରାଜପୁତ୍ର)
[ସମ୍ପାଦନା]- ୧. ଅଶ୍ୱାରୋହୀ —୧. A rider.
(ଉ—ଶ୍ରୀଅଙ୍ଗ ଯାକିଛି ଜାନୁରେ; ରାଉତ ଯେହେ ଘୋଡ଼ା ପରେ—ଭୂପତି. ପ୍ରେମପଞ୍ଚାମୃତ)
- ୨. ଅଶ୍ୱାରୋହୀ ସେନା —୨. A cavalry soldier.
(ଉ—ବିଚାରନ୍ତି ତହିଁ ରାଉତ ମାହୁନ୍ତ ରଥୀ ପଦାତିଏ ମିଶି—ଭଞ୍ଜ. ବୈଦେହୀଶବିଳାସ)
- ୩. କ୍ଷତ୍ରିୟ ଜାତିର ଶାଖାବିଶେଷ —୩. A sect of Kshatriyas.
- ୪.ଓଡିଶା ର ଯାଦବ ମାନଙ୍କ ଏକ ଶାଖା -୪. A sect of Yadavas of Odisha .
- ୪. ଖାଣ୍ଡାଏତ ଓ ଶୂଦ୍ରମାନଙ୍କର ବଂଶୋପାଧି —୪. Family title of Ṡūdras and Khaṇḍāetas.
- ୫. ସୈନ୍ୟ —୫. A soldier.
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -
[ସମ୍ପାଦନା]ଗଉଡ଼/ଯାଦବ ମାନଙ୍କର ଉପାଧି —Family tittle of Gauda/Yadav caste