ରାଉତ

ଉଇକିଅଭିଧାନ‌ରୁ

ରାଉତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରାଉତାଣୀ—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ରାଜପୁତ୍ର)[ସମ୍ପାଦନା]

୧. ଅଶ୍ୱାରୋହୀ —୧. A rider.

(ଉ—ଶ୍ରୀଅଙ୍ଗ ଯାକିଛି ଜାନୁରେ; ରାଉତ ଯେହେ ଘୋଡ଼ା ପରେ—ଭୂପତି. ପ୍ରେମପଞ୍ଚାମୃତ)

୨. ଅଶ୍ୱାରୋହୀ ସେନା —୨. A cavalry soldier.

(ଉ—ବିଚାରନ୍ତି ତହିଁ ରାଉତ ମାହୁନ୍ତ ରଥୀ ପଦାତିଏ ମିଶି—ଭଞ୍ଜ. ବୈଦେହୀଶବିଳାସ)

୩. କ୍ଷତ୍ରିୟ ଜାତିର ଶାଖାବିଶେଷ —୩. A sect of Kshatriyas.
୪.ଓଡିଶା ର ଯାଦବ ମାନଙ୍କ ଏକ ଶାଖା -୪. A sect of Yadavas of Odisha .
୪. ଖାଣ୍ଡାଏତ ଓ ଶୂଦ୍ରମାନଙ୍କର ବଂଶୋପାଧି —୪. Family title of Ṡūdras and Khaṇḍāetas.
୫. ସୈନ୍ୟ —୫. A soldier.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -[ସମ୍ପାଦନା]

ଗଉଡ଼/ଯାଦବ ମାନଙ୍କର ଉପାଧି —Family tittle of Gauda/Yadav caste