ରାଏ
ଦେଖଣା
ରାଏ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -(ଫାରାସୀ - ରାୟ୍)
[ସମ୍ପାଦନା]- ୧. ଅଦାଲତଙ୍କର ମକଦମା ମୀମାଂସାର ହୁକୁମ; ମତ — ୧. Judgment; opinion.
[ଉ—ଏ କନ୍ୟାଏ ଏକରାଏ ଏକ ତାର ପନ୍ଥା ପ୍ରାଚୀ. ବ୍ରହ୍ମନିରୂପଣ ଗୀତା]
- ୨. (ଫା, ରାହା) ରାସ୍ତା; ପନ୍ଥା —୨. Road; way.
- ୩. (ଫାରାସୀ - ରାହ୍) ସ୍ୱତନ୍ତ୍ର ବ୍ୟକ୍ତିଗତ ବ୍ୟବସ୍ଥା ବା ବନ୍ଦୋବସ୍ତ —୩. Separate individual provison.
(ଯଥା—ଯେଝା ଯାହାକୁ କରି ଦେବା)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପଦ୍ୟ) (ସଂସ୍କୃତ - ରାଜନ୍; ପ୍ରା. ରାଅ); ରାଜା —୧. king.
[ଉ—କୁରୁକୁଳ ପତି ସେ ଧୃତରାଷ୍ଟ୍ର ରାଏ, ପଣ୍ଡବଙ୍କୁ ବୋଇଲେ ଯାଅ ପୁଅ ପ୍ରାୟେ କୃଷ୍ଣସିଂହ ମହାଭାରତ. ଆଦି]
- ୨. ରାୟ; ରାଜଦତ୍ତ ଉପାଧିବିଶେଷ — ୨. A title given by Rājās.
- ୩. ରାୟ; କ୍ଷତ୍ରିୟମାନଙ୍କ ବଂଶଗତ ଉପାଧିବିଶେଷ —୩. A family title of Kshatriyas.
- ୪. ବଙ୍ଗୀୟ କାୟସ୍ଥ— ମାନଙ୍କର ବଂଶୋପାଧିବିଶେଷ —୪. Family title of Benglee Kayasthas.