Jump to content

ରାଏ

ଉଇକିଅଭିଧାନ‌ରୁ

ରାଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଫାରାସୀ - ରାୟ୍)[ସମ୍ପାଦନା]

୧. ଅଦାଲତଙ୍କର ମକଦମା ମୀମାଂସାର ହୁକୁମ; ମତ — ୧. Judgment; opinion.

[ଉ—ଏ କନ୍ୟାଏ ଏକରାଏ ଏକ ତାର ପନ୍ଥା ପ୍ରାଚୀ. ବ୍ରହ୍ମନିରୂପଣ ଗୀତା]

୨. (ଫା, ରାହା) ରାସ୍ତା; ପନ୍ଥା —୨. Road; way.
୩. (ଫାରାସୀ - ରାହ୍) ସ୍ୱତନ୍ତ୍ର ବ୍ୟକ୍ତିଗତ ବ୍ୟବସ୍ଥା ବା ବନ୍ଦୋବସ୍ତ —୩. Separate individual provison.

(ଯଥା—ଯେଝା ଯାହାକୁ କରି ଦେବା)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ପଦ୍ୟ) (ସଂସ୍କୃତ - ରାଜନ୍; ପ୍ରା. ରାଅ); ରାଜା —୧. king.

[ଉ—କୁରୁକୁଳ ପତି ସେ ଧୃତରାଷ୍ଟ୍ର ରାଏ, ପଣ୍ଡବଙ୍କୁ ବୋଇଲେ ଯାଅ ପୁଅ ପ୍ରାୟେ କୃଷ୍ଣସିଂହ ମହାଭାରତ. ଆଦି]

୨. ରାୟ; ରାଜଦତ୍ତ ଉପାଧିବିଶେଷ — ୨. A title given by Rājās.
୩. ରାୟ; କ୍ଷତ୍ରିୟମାନଙ୍କ ବଂଶଗତ ଉପାଧିବିଶେଷ —୩. A family title of Kshatriyas.
୪. ବଙ୍ଗୀୟ କାୟସ୍ଥ— ମାନଙ୍କର ବଂଶୋପାଧିବିଶେଷ —୪. Family title of Benglee Kayasthas.