ରାଜଧାନିଆଁ

ଉଇକିଅଭିଧାନ‌ରୁ

ରାଜଧାନିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ରାଜଧାନୀୟ)[ସମ୍ପାଦନା]

୧. ରାଜଧାନୀ ସମ୍ୱନ୍ଧୀୟ —୧. Relating to a capital.
୨. ରାଜଧାନୀରେ କରାଯିବାର ଉପଯୁକ୍ତ ୨. Befitting a capital.

[ଉ—ଏ ସବୁ ରାଜଧାନିଆ ଆଡ଼ମ୍ୱର ମଫସଲିଆଙ୍କୁ ପାଏ ନାହିଁ]