ରାଜନୀତି

ଉଇକିଅଭିଧାନ‌ରୁ

ରାଜନୀତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ରାଜ୍ୟଶାସନ ସମ୍ୱନ୍ଧୀୟ ନିୟମମାନ, ଯାହାକି ରାଜାଙ୍କର ପାଳନ କରିବା କର୍ତ୍ତବ୍ୟ —The code of rules for the guidance of kings the duties of a king.

୨. ରାଜାଙ୍କ କର୍ତ୍ତବ୍ୟ ସମ୍ୱନ୍ଧେ ଶାସ୍ତ୍ର —୨. The branch of political science dealing with the king's duties; the science of government.

[ଦ୍ରଷ୍ଟବ୍ୟ — ରାଜାଙ୍କର ରାଜ୍ୟଶାସନ ସମ୍ୱନ୍ଦୀୟ କର୍ତ୍ତବ୍ୟ ୪ ଗୋଟି ଯଥା—ସାମ, ଦାନ, ଦଣ୍ଡ, ଭେଦ. ରାଜା ଏ ଚାରିଗୋଟି ଉପାୟ ଅବଲମ୍ୱନ କରି ରାଜ୍ୟ ଶାସନ କରିବେ ଆବଶ୍ୟକ ସ୍ଥଳରେ ଲୋକଙ୍କୁ କୋମଳ ବ୍ୟବହାର (ସାମ) ଦ୍ୱାରା, ଦାନଦ୍ୱାରା ଦଣ୍ଡଦ୍ୱାରା ବଶୀଭୂତ କରିବେ ଓ ଶତ୍ରୁ ମଧ୍ୟରେ ଭେଦ ଓ ଅନ୍ତର୍ବିବାଦ ଉପସ୍ଥିତ କରାଇ ଆପଣା ରାଜ୍ୟରେ ଶାନ୍ତିସ୍ଥାପନ କରିବେ]