ରାଜପୁତାନା

ଉଇକିଅଭିଧାନ‌ରୁ

ରାଜପୁତାନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜପତ୍ତନ କିମ୍ୱା ରାଜପୁତ୍ର ସ୍ଥାନ)[ସମ୍ପାଦନା]

ବିନ୍ଧ୍ୟାଚଳର ଉତ୍ତରରେ ଓ ସିନ୍ଧୁ ନଦୀର ଦକ୍ଷିଣ ଓ ପୂର୍ବ ଦିଗରେ ଅବସ୍ଥିତ କ୍ଷତ୍ରିୟ ରାଜ୍ୟ— ମଣ୍ଡଳ —A group of Indian States in northern India.

[ଦ୍ରଷ୍ଟବ୍ୟ —ଏହି ରାଜ୍ୟମାନ ଇଂରାଜଶାସନାଧୀନ ଗୋଟିଏ ମଣ୍ଡଳରେ ଭୃକ୍ତ ହୋଇ ଜଣେ ପ୍ରତିନିଧି (political Agent)ଙ୍କ ତନଖିରେ ତତ୍ତତ୍ ରାଜାମାନଙ୍କଦ୍ୱାରା ଶାସିତ ହେଉଅଛି]