Jump to content

ରାଜପୁତ୍ର

ଉଇକିଅଭିଧାନ‌ରୁ

ରାଜପୁତ୍ର

ଉଚ୍ଚାରଣ

[ସମ୍ପାଦନା]
(ରାଜପୁତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ (୬ମୀ ତତ୍; ରାଜନ୍+ପୁତ୍ର)

[ସମ୍ପାଦନା]
୧. ରାଜକୁମାର; ରଜାପୁଅ —୧. A prince; king's son.
୨. ଯୁବରାଜ —୨. The eldest son of a reigning king.
୩. ରାଜପୁତ (ଜାତି) —୩. A caste claiming to be descended from the Kshatriyas.
୪. (ରାଜା=ଚନ୍ଦ୍ର+ପୁତ୍ର)—ବୁଧଗ୍ରହ —୪. The planet Mercury.