Jump to content

ରାଜବାହୀ

ଉଇକିଅଭିଧାନ‌ରୁ

ରାଜବାହୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରାଜନ୍+ବହ୍ ଧାତୁ+କର୍ତ୍ତୃ ଇନ୍;୧ମ.୧ବ)

[ସମ୍ପାଦନା]

ରାଜାଙ୍କ ପାଟହାତୀ —A royal elephant;an elephant used by a king.

ବିଶେଷଣ -

[ସମ୍ପାଦନା]

ରାଜାଙ୍କୁ ଯେ ବହନକରେ —Carrying the king.