Jump to content

ରାଜବେରାଜି

ଉଇକିଅଭିଧାନ‌ରୁ

ରାଜବେରାଜି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ବିପରୀତାର୍ଥ ସହଚର; ଆରବୀ - ରାଜୀ+ ଗୈର୍ରାଜୀ)

[ସମ୍ପାଦନା]

ରାଜି ଓ ବେରାଜି; ସମ୍ମତି ଓ ଅସମ୍ମତି —Agreement and disagreement; consent and refusal.

ବିଶେଷଣ -

[ସମ୍ପାଦନା]

ସମ୍ମତ ଓ ଅସମ୍ମତ —Consented and disagreeing.