ରାଜମାନ

ଉଇକିଅଭିଧାନ‌ରୁ

ରାଜମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରାଜୋଚିତ ସମ୍ମାନ —୧. Honour bifitting a king.
୨. ରାଜାଙ୍କଦ୍ୱାରା ପ୍ରଦତ୍ତ ସମ୍ମାନ —୨. Honour bestowed by a king; honorific title conferred by a king.

ବିଶେଷଣ -[ସମ୍ପାଦନା]

ଐଶ୍ୱର୍ଯ୍ୟଶାଳୀ —Prosperous.