ରାଜଲକ୍ଷ୍ମୀ

ଉଇକିଅଭିଧାନ‌ରୁ

ରାଜଲକ୍ଷ୍ମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ରାଜାଙ୍କର ବିଭବ ବା ଶୋଭା — ୧. The grace of a king;kingly majesty.
୨. ରାଜାଙ୍କ ଐଶ୍ୱର୍ଯ୍ୟାଦିର ଅଧିଷ୍ଠାତ୍ରୀ ଦେବତା The Goddeass of fortune of a king.