ରାଜୁଆଡ଼ା
ଦେଖଣା
ରାଜୁଆଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଜୁଆଡ଼ା
|
(ରା ଡ଼ା, ରାଜୁବାଡ଼ା, ରାଜୋଡ଼ା, ରାଜ୍ୱାଡ଼ା—ଅନ୍ୟରୂପ)
ଦେଶଜ - ବି—(ହିନ୍ଦିରୁ ଅନୁକୃତ, ସଂସ୍କୃତ - ରାଜ୍ୟ)
[ସମ୍ପାଦନା]ରାଜାଙ୍କଦ୍ୱାରା ଶାସିତ ରାଜ୍ୟ; ଗଡ଼ଜାତ —Country governed by a prince; state of a Chief.
ଦେଶଜ - ବିଶେଷଣ -
[ସମ୍ପାଦନା]ରାଜାଙ୍କ ଶାସିତ — Ruled by Rajas.
[ଦ୍ରଷ୍ଟବ୍ୟ —ଓଡ଼ିଆ ମୂଲକ ଦୁଇ ଭାଗରେ ବିଭକ୍ତ ଯଥା—ରାଜୁଆଡ଼ା ଓ ମୋଗଲବନ୍ଦୀ ସରକାରଙ୍କ ଶାସିତ ମୋଗଲବନ୍ଦୀରେ କଟକ, ପୁରୀ, ବାଲେଶ୍ୱର, ସମ୍ୱଲପୁର, ଗଞ୍ଜାମ, କୋରାପୁଟ, ଏହିପରି୬ ଗୋଟି ଜିଲ୍ଲା ଅଛି ଦେଶୀୟ ରାଜାମାନଙ୍କ ଶାସିତ ରାଜୁଆଡ଼ାକୁ ଗଡ଼ଜାତ ବୋଲାଯାଏ]