ରାଜ୍
ଦେଖଣା
ରାଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବି (ରାଜ ଧାତୁ+କର୍ତ୍ତୃ କ୍ୱିପ୍)
[ସମ୍ପାଦନା]- ୧. ରାଜା — ୧. King.
ବିଶେଷଣ -
[ସମ୍ପାଦନା]- ୧. ଶୋଭାମାନ —୧. Shining.
- ୨. ସୁନ୍ଦର —୨. Beautiful.
ବୈଦେଶିକ - ବି (ଆରବୀ - ରାଜୀ)
[ସମ୍ପାଦନା]ସମ୍ମତି —Agreement; consent.
ବୈଦେଶିକ - ବିଣ
[ସମ୍ପାଦନା]ସମ୍ମତ —Agreed; consenting.
ପ୍ରାଦେଶିକ - (ଭତ୍ରିଭାଖା)—ବି
[ସମ୍ପାଦନା]ରାଜ୍ୟ; ଦେଶ —Country kingdome.