Jump to content

ରାଜ ଦଣ୍ଡ

ଉଇକିଅଭିଧାନ‌ରୁ

ରାଜ ଦଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]
୧. ରାଜଚିହ୍ନସ୍ୱରୂପ ରାଜାଙ୍କ ହାତରେ ଧରାଯିବା ଯଷ୍ଟି —୧. Sceptre of a king.
୨. ଅପରାଧୀଙ୍କୁ ରାଜାଙ୍କ ପ୍ରଦତ୍ତ ଦଣ୍ଡ — ୨. Punishment given by the king.