ରାଣ୍ଡିଆ
ଦେଖଣା
ରାଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାଣ୍ଡିଆ
|
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ବେଶ୍ୟା ବା ରାଣ୍ଡ ସହିତ ସହବାସକାରୀ; ବେଶ୍ୟାସକ୍ତ —୧. Habitually visiting prostitutes.
- ୨. ଯେଉଁ ବ୍ୟକ୍ତି ବେଶ୍ୟା ବା ରାଣ୍ଡ ରଖିଥାଏ — ୨. Entertaining a prostitute as his mistress,
- ୩. କାଞ୍ଚ (ଗଛ) —୩. Barren (tree)
ପ୍ରାଦେଶିକ - (ଜୟପୁର)
[ସମ୍ପାଦନା]ଯାହାର ଭାରିଯା ମରିଯାଇଅଛି; ମୃତଦାର —Having one's wife dead.
(ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ପୁରୁଷତ୍ୱବିହୀନ —Bereft of manhood or potency.