ରାଣ୍ଡିଆ

ଉଇକିଅଭିଧାନ‌ରୁ

ରାଣ୍ଡିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ବେଶ୍ୟା ବା ରାଣ୍ଡ ସହିତ ସହବାସକାରୀ; ବେଶ୍ୟାସକ୍ତ —୧. Habitually visiting prostitutes.
୨. ଯେଉଁ ବ୍ୟକ୍ତି ବେଶ୍ୟା ବା ରାଣ୍ଡ ରଖିଥାଏ — ୨. Entertaining a prostitute as his mistress,
୩. କାଞ୍ଚ (ଗଛ) —୩. Barren (tree)

ପ୍ରାଦେଶିକ - (ଜୟପୁର)[ସମ୍ପାଦନା]

ଯାହାର ଭାରିଯା ମରିଯାଇଅଛି; ମୃତଦାର —Having one's wife dead.

(ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

ପୁରୁଷତ୍ୱବିହୀନ —Bereft of manhood or potency.