ରାଣ ବେଲି

ଉଇକିଅଭିଧାନ‌ରୁ

ରାଣ ବେଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରାଆ(ହା)ଣ ବେଲି—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ବୈଦ୍ୟକ)[ସମ୍ପାଦନା]

ଆରଣ୍ୟ ବୃକ୍ଷବିଶେଷ — A medicinal wild plant.

[ଦ୍ରଷ୍ଟବ୍ୟ —ଏହାର ମୂଳର କ୍ୱାଥ ବା ଚୂର୍ଣ୍ଣ ବିଷଦୋଷ, କୃମି ରକ୍ତବିକାର ଉପଦଂଶ, ବ୍ରଣ ଓ ବାତ ରୋଗ ନିବାରଣ କରେ; ଏହା ବମନ ଓ ବିରେଚନ କରାଏ—ଦ୍ରବ୍ୟଗୁଣ କଳ୍ପଦ୍ରୂମ]