ରାଧାକୃଷ୍ଣ
ଦେଖଣା
ରାଧାକୃଷ୍ଣ
ଉଚ୍ଚାରଣ
[ସମ୍ପାଦନା]ରାଧାଗୋବିନ୍ଦ, ରାଧାଶ୍ୟାମ(ଚନ୍ଦ୍ର), ରାଧା ମାଧବ, ରାଧାଦାମୋଦର—ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -[ଦ୍ୱନ୍ଦ]
[ସମ୍ପାଦନା]ରାଧାଙ୍କର ଓ ଶ୍ରୀକୃଷ୍ଣଙ୍କର ଏକତ୍ର ସନ୍ନିବିଷ୍ଟ ଯୁଗଳରୂପ —Rādhā and Kṛushṇa standing or siting together or embracing each other.
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]ଲୋକଙ୍କ ନାମ —A name given to male.