Jump to content

ରାଧାକୃଷ୍ଣ

ଉଇକିଅଭିଧାନ‌ରୁ

ରାଧାକୃଷ୍ଣ

ଉଚ୍ଚାରଣ

[ସମ୍ପାଦନା]

ରାଧାଗୋବିନ୍ଦ, ରାଧାଶ୍ୟାମ(ଚନ୍ଦ୍ର), ରାଧା ମାଧବ, ରାଧାଦାମୋଦର—ଅନ୍ୟରୂପ

  • (file)
  • (file)

ସଂସ୍କୃତ - ବିଶେଷ୍ୟ -[ଦ୍ୱନ୍ଦ]

[ସମ୍ପାଦନା]

ରାଧାଙ୍କର ଓ ଶ୍ରୀକୃଷ୍ଣଙ୍କର ଏକତ୍ର ସନ୍ନିବିଷ୍ଟ ଯୁଗଳରୂପ —Rādhā and Kṛushṇa standing or siting together or embracing each other.

ଦେଶଜ - ବିଶେଷ୍ୟ - ପୁଂ.

[ସମ୍ପାଦନା]

ଲୋକଙ୍କ ନାମ —A name given to male.