ରାଧା ଚନ୍ଦ୍ର ବାଡ଼ି

ଉଇକିଅଭିଧାନ‌ରୁ

ରାଧା ଚନ୍ଦ୍ର ବାଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - ବି—(ଗାଳିରେ ବ୍ୟବହୃତ)

ଭୀଷଣ ଓ ମାରାତ୍ମକ ବିସୂଚିକା —Cholera of a very serious type; asiatic cholera.

[ଦ୍ରଷ୍ଟବ୍ୟ —କଥିତ ଅଛି ଯେଉଁ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କର ରାଧାଚନ୍ଦ୍ର (ରାଧାକୃଷ୍ଣ) ବେଶ ହୋଇଥିଲେ ସେ ବର୍ଷ ଅଦୃଷ୍ଟପୂର୍ବ ଓ ଅଶ୍ରୁତପୂର୍ବ ବିସୂଚିକାର ଆକ୍ରମଣରେ ଅସଂଖ୍ୟ ଲୋକ ମରିଥିଲେ]