ରାନ୍ଧିବା

ଉଇକିଅଭିଧାନ‌ରୁ

ରାନ୍ଧିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

[ରନ୍ଧା(ନ୍ଧେ)ଇବା—ପ୍ରୟୋଜକରୂପ]

ସଂସ୍କୃତ - ରନ୍ଧ୍ ଧାତୁ=ପାକକରିବା)[ସମ୍ପାଦନା]

୧. ରନ୍ଧନ କରିବା; ଖାଦ୍ୟର ପାକ କରିବା —୧. To cook victuals into food.
୨. ଯେଉଁ ଦ୍ରବ୍ୟରୁ ତୈଳ ବାହାରେ ତାକୁ ନିଆଁରେ ବସାଇ ତୈଳ ପ୍ରସ୍ତୁତ କରିବା —୨. To prepare oil by boiling of producing thing.

[ଦ୍ରଷ୍ଟବ୍ୟ —ଭାତ ରାନ୍ଧିବାର ଅର୍ଥ—ଚାଉଳକୁ ରାନ୍ଧି ଭାତ ପ୍ରସ୍ତୁତ କରିବା ତେଲ ରାନ୍ଧିବାର ଅର୍ଥ—ଯେଉଁ ପଦାର୍ଥରୁ ତେଲ ବାହାରେ ସେ ପଦାର୍ଥକୁ ରାନ୍ଧି ତହିଁରୁ ତୈଳ ପ୍ରସ୍ତୁତ କରିବା]