ରାମପ୍ରସାଦ ସେନ

ଉଇକିଅଭିଧାନ‌ରୁ

ରାମପ୍ରସାଦ ସେନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବଙ୍ଗର ସ୍ୱର୍ଗୀୟ ପ୍ରସିଦ୍ଧ ସାଧକ, ଗୀତରଚକ ଓ ଗାୟକ —The late Ram Prasad Sen, a composer and singer of hymns addressed to Goddess Ṡyāmā.

[ଦ୍ରଷ୍ଟବ୍ୟ —ଖ୍ରୀ. ୧୭୨୩: —୧୭୭୫: ଏ ସଂସ୍କୃତ, ବଙ୍ଗଳା, ଫାରସୀ ଓ ଇଂରାଜୀବିଦ୍ୟା ଶିକ୍ଷା କରିଥିଲେ କଲିକତାର ଜଣେ ଧନୀ ଏହାଙ୍କ ଐକାନ୍ତିକ ଭକ୍ତିରେ ସନ୍ତୁଷ୍ଟ ହୋଇ ଏହାଙ୍କୁ ଟ୩ଟଙ୍କା ବୃତ୍ତ ଦେଉଥିଲେ ଏ ଶ୍ୟାମା ବିଷୟକ ଅସଂଖ୍ୟ ବଙ୍ଗଳା ସଙ୍ଗୀତ ରଚନା କରି ସ୍ୱୟଂ ଗାନ କରୁ— ଥିଲେ ଏ ତାନ୍ତ୍ରିକ ଉପାସନା କରୁଥିଲେ]



  • (file)