ରାମେଶ୍ୱର

ଉଇକିଅଭିଧାନ‌ରୁ

ରାମେଶ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ରାମଙ୍କଦ୍ୱାରା ପୂଜିତ ଈଶ୍ୱର)[ସମ୍ପାଦନା]

୧. ରାମନାଥ; ଭାରତର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ରାମନାଥ ନାମ ଶିବଲିଙ୍ଗ —୧. Name of an idol of Ṡiba in the south of India.

[ଦ୍ରଷ୍ଟବ୍ୟ —ଏ ଶିବଲିଙ୍ଗ ମଦୁରା ଜିଲ୍ଲା ରାମନଦ ତାଲୁକାମଧ୍ୟରେ ଏକଦ୍ୱୀପରେ ପ୍ରତିଷ୍ଠିତ ଶ୍ରୀରାମଚନ୍ଦ୍ର ଲଙ୍କାବିଜୟ ଯାତ୍ରା ସମୟରେ ଏଠାରେ ରାମେଶ୍ୱର ଦେବଙ୍କୁ ସ୍ଥାପନ କରିଥିଲେ ମଦନମୋହନ ତୀର୍ଥଦର୍ଶନ ୧ମ ଭାଗ

୨. ସେତୁବନ୍ଧ ରାମେଶ୍ୱର; ଭାରତର ଦକ୍ଷିଣ ପୂର୍ବ କୋଣ
ଓ ଲଙ୍କା ଦ୍ୱୀପ ମଧ୍ୟରେ ରାମଚନ୍ଦ୍ରଙ୍କ ଆଦେଶରେ ବନ୍ଧା ଯାଇ ଥିବା ସେତୁବନ୍ଧ —୨. Adam's bidge (between Inddia and Ceylon).

୩. ଭାରତର ଦକ୍ଷିଣ ପୂର୍ବ କୋଣ ଓ ଲଙ୍କା ଦ୍ୱୀପ ମଧ୍ୟରେ ଥିବା ପ୍ରଣାଳୀ (ଉତ୍ତରରେ ପକ୍ ପ୍ରଣାଳୀ ଓ ଦକ୍ଷିଣରେ ମାନାର୍ ଉପ— ସାଗର ମଧ୍ୟରେ) ଥିବା ସେତୁବନ୍ଧ ରାମେଶ୍ୱର ନାମକ ସମୁଦ୍ରଗର୍ଭସ୍ଥ ବନ୍ଧର ଉତ୍ତର ପଶ୍ଚମକୁ ଲାଗିଥିବା ଲମ୍ୱଦ୍ୱୀପ (ଏହାକୁ ସ୍ଥାନୀୟ ଲୋକେ ରାମେଶ୍ୱର କହନ୍ତି ଏହା ହିନ୍ଦୁ— ମାନଙ୍କର ଗୋଟିଏ ତୀର୍ଥ) —୩. Name of a small island to the norrth west of Adam's bridge (a range of high land between Ceyleon and India)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଲୋକଙ୍କର ନାମ —A name given to males.