ରାମ ତାଳି

ଉଇକିଅଭିଧାନ‌ରୁ

ରାମ ତାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରାମ ତାଳିକା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ହାତରେ ଧରି ଠକ ଠକ ବଜାଇ ଗୀତର ତାଳ ପକାଇବା ପାଇଁ ବ୍ୟବହୃତ କାଠ ଦୁଇ ଖଣ୍ଡ — Castanets.

[ଦ୍ରଷ୍ଟବ୍ୟ —ଏହି କାଠ ଦୁଇ ଖଣ୍ଡକୁ ଏକ ହାତରେ ମୁଠାଇ ମୁଠାକୁ କ୍ରମଶଃ ମେଲା କରି ଓ ବନ୍ଦ କରି ବଜାଇବାକୁ ହୁଏ; ଏହାର ଗୋଟିଏ ଫାଳ ବୁଢ଼ା ଆଙ୍ଗୁଠି ସଙ୍ଗେ ଓ ଅନ୍ୟ ଫାଳ ଅନ୍ୟ ଚାରିଟି ଆଙ୍ଗୁଠି ସଙ୍ଗେ ସଂଲଗ୍ନ କରାଯାଇଥାଏ ଓ ମୁଠା ମେଲା କରି ବନ୍ଦ କଲା ବେଳକୁ ଏ ଦୁଇ ଫାଳ ପରସ୍ପରକୁ ଆଘାତ କରିବାରୁ ତାଳି ପରି ଶବ୍ଦ ବାହାରେ]

(ଉ—ବାଜୁଅଛି ରାମ ତାଳି ବେଗେ ସୁବେଳରେ ମିଳି ହେ ଭଞ୍ଜ. ବୈଦେହୀଶବିଳାସ)

୨. ରାମ ଶବ୍ଦୋଚ୍ଚାରଣ ପୂର୍ବକ ହାତରେ ଦେବା ତାଳି — ୨. Clapping with Rāma's name on one's lips.