ରାମ ଦାସ

ଉଇକିଅଭିଧାନ‌ରୁ

ରାମ ଦାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)[ସମ୍ପାଦନା]

୧. ରାମଭକ୍ତ —୧. A devotee of Rāma.
୨. ହନୁମାନ୍ — ୨. Hanumān, the monkey servant of Rāmachandra.

ଦେଶଜ - ବିଶେଷ୍ୟ - ନାମ[ସମ୍ପାଦନା]

୧. କବି [୚ଞ୍ଜାମ ଜିଲ୍ଲା ମହୁରୀ ରାଜ୍ୟର ଡ଼ୁରା ଗ୍ରାମବାସୀ ବ୍ରାହ୍ମଣ ଦାର୍ଢ୍ୟତାଭକ୍ତି ରସାମୃତ ଓ ରାମରସାମୃତ ଏହାଙ୍କ ଭକ୍ତି ଗ୍ରନ୍ଥ (ତାରିଣୀ— ଚରଣ ଉ. ସା. ଇତିହାସ)] ୧. A celebrated Oriya poet of Dāṟḍ̠ẖyatā-bhakti Rasāmṛuta in Oriyā.
୨. ଦକ୍ଷିଣ ଭାରତର ପ୍ରସିଦ୍ଧ ମହାତ୍ମା ଓ ଶିବାଜୀଙ୍କ ଗୁରୁ —୨. Name of the preceptor of Ṡibaji.

(ଦ୍ର—ଏହାଙ୍କୁ ଲୋକେ ସ୍ୱାମୀ ରାମଦାସ କହୁଥୁଲେ ଏ ଜାତିରେ ବ୍ରାହ୍ମଣ ଥିଲେ; ଜନ୍ମସ୍ଥାନ ଗୋଦାବରୀତଟସ୍ଥ ଜମ୍ୱୁ ନାମକ ଗ୍ରାମ ଜନ୍ମ ୧୫୩: ଶକାଦ୍ଦ; ରାମନବମୀଦିନ ଏହାଙ୍କର ଜନ୍ମ ଏ ଖୁବ୍ ରାମଭକ୍ତ ଥିଲେ ଓ ମାତା ପିତାଙ୍କ ବ୍ୟବସ୍ଥା ଅନୁସାରେ ବିବାହ ନ କରି ବୈରାଗ୍ୟ ଅବଲମ୍ୱନ କଲେ ଓ ନାସିକ ପାଖରେ ତପସ୍ୟା କଲେ ମୃତ୍ୟୁ ଶକାଦ୍ଦ ୧୬୩: ମାଘ)


(ଏହାଙ୍କ ଉପଦେଶ ଓ ଭଜନ ଦକ୍ଷିଣ ଭାରତରେ ବହୁଶଃ ପ୍ରଚାରକ—ହିନ୍ଦୀ - ଶ)

୩. ଲୋକଙ୍କ ନାମ —୩. A name given to males.