ରାସ୍ତା

ଉଇକିଅଭିଧାନ‌ରୁ

ରାସ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା; ତୁଳନାରେ ସଂସ୍କୃତ - ରଥ୍ୟ=ଶଗଡ଼ବାଟ; ଗଥିକ୍ ଓ ଜର୍ମାନ୍. ରୋସ୍ତା=ଦୂରତ୍ୱ ନିର୍ଣ୍ଣାୟକ ପଥର ଖୁଣ୍ଟ)[ସମ୍ପାଦନା]

୧. ମାର୍ଗ; ପଥ; ବାଟ —୧. Road; way.
୨. ସଡ଼କ; ରାଜଦାଣ୍ଡ —୨. Highway.
୩. ଦୂରତ୍ୱ —୩. Distance.
୪. (ଲକ୍ଷଣାର୍ଥ) କାର୍ଯ୍ୟସାଧନାର ଉପାୟ —୪. Means or expedient for doing a thing.

(ଯଥା—ଅମୁକ କାମ କରିବାକୁ ମତେ ରାସ୍ତା ମିଳୁନାହିଁ)