ରାୟପୁର

ଉଇକିଅଭିଧାନ‌ରୁ

ରାୟପୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଓଡ଼ିଶାର ପଶ୍ଚିମରେ ମଧ୍ୟପ୍ରଦେଶର ଛତିଶ ଗଡ଼ ବିଭାଗର ରାଜଧାନୀ (ସୋନପୁର ସୋଧ୍ ପଶ୍ଚିମ) —The capital of Chhattisgarh Division of Central Province, where there is a college for the training of princes of Rajas.

[ଦ୍ରଷ୍ଟବ୍ୟ —ଏଠାରେ ରାଜକୁମାରମାନଙ୍କୁ ଶିକ୍ଷା ଦେବା ପାଇଁ ଗଭର୍ଣ୍ଣମେଣ୍ଟ ଗୋଟିଏ କଲେଜ୍ ସ୍ଥାପନ କରିଅଛନ୍ତି ଓ ଓଡ଼ିଆ ରାଜକୁମାରମାନେ ସେହି କଲେଜକୁ ଶିକ୍ଷା ପାଇବା ପାଇଁ ପ୍ରେରିତ ହୁଅନ୍ତି ଆଜିକାଲି ଦକ୍ଷିଣ ବିଶାଖାପାଟଣା ଜିଲ୍ଲାର ବିଜୟନଗରଠାରୁ ଏହି ରାୟପୁରଯାଏ ଗୋଟିଏ ରେଳ ରାସ୍ତା ବିଶେଷ୍ୟ - ଏନ. ଆର କମ୍ପାନୀ ଖୋଲି— ଅଛନ୍ତି ଏହି ରାସ୍ତା ଦେଇ ମଧ୍ୟପ୍ରଦେଶର ଲୋକମାନେ ସୁବିଧାରେ ବାଲଟାୟାଚ୍ ଓ ମାନ୍ଦ୍ରାଜ୍ ଆଡ଼କୁ ଯା ଆସ କରନ୍ତି ପୂର୍ବେ ରାୟପୁର ଯିବା ପାଇଁ ଖଡ଼ଗପୁର ଓ କଲିକତା ଦେଇ ଯିବାକୁ ପଡ଼ୁଥିଲା]