ରିଜର୍ଭ

ଉଇକିଅଭିଧାନ‌ରୁ

ରିଜର୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - (ଇଂରାଜୀ - ରିଜର୍ଭ) ବିଶେଷ୍ୟ -[ସମ୍ପାଦନା]

ରେଳଗାଡ଼ି ଇତ୍ୟାଦିର କାମରାକୁ ପୂର୍ବରୁ ବ୍ୟବଦ୍ୱାରପାଇଁ ଅଟକାଇବାର ବନ୍ଦୋବସ୍ତ —Reserving of a seat or compartment in a Railway train or other vehicle, theatre or circus.

[ଦ୍ରଷ୍ଟବ୍ୟ —ଇଂରାଜି z (ଜେଡ଼୍) ଅକ୍ଷରର ଉଚ୍ଚାରଣବିଶିଷ୍ଟ ଅକ୍ଷର ସଂସ୍କୃତ ତଥା ଓଡ଼ିଆ ବର୍ଣ୍ଣମାଳାରେ ନାହିଁ ଏହି ଇଂରାଜି 'z' ଅକ୍ଷରର ଉଚ୍ଚାରଣ ଇଂରାଜୀ 'z'ଅକ୍ଷରବିଶିଷ୍ଟ ଶବ୍ଦରେ ଓ ଅନ୍ୟ କେତେକ 'S' (ଏସ୍) ଅକ୍ଷରବିଶିଷ୍ଟଶବ୍ଦ (ଯଥା — Reserve, Is, His, Resolution, Resign)ରେ ଦେଖାଯାଏ ଓଡ଼ିଆରେ ଏହି ଅପୂର୍ଣ୍ଣ ତାଲବ୍ୟ 'କ' ଉଚ୍ଚାରଣ କଲାବେଳେ ପୂର୍ଣ୍ଣ ତାଲବ୍ୟ ବର୍ଗ୍ୟ ଭଳି ଜିଭ ତାଳୁକୁ ଛୁଏଁ ନାହିଁ ଏହି ଅସ୍ପୃଷ୍ଟ ଜ ଉଚ୍ଚାରଣ ଯୁକ୍ତ ଅକ୍ଷରକୁ ଓଡ଼ିଆରେ 'ଜ' ଲେଖିବା ଛଡ଼ା ଆମର ଅନ୍ୟ ବାଟ ନାହିଁ ଏଥିପାଇଁ Zebraକୁ ଜେବ୍ରା, Reserveକୁ ରିଜର୍ଭ, Resolutionକୁ ରିଜଲୁଉସନ୍ ଲେଖୁଥାଇଁ, କିନ୍ତୁ ଉଚ୍ଚାରଣକଲାବେଳେ କରୁଥାଇଁ ଇଂରାଜି Z ଭଳି]