Jump to content

ରିପୋର୍ଟ

ଉଇକିଅଭିଧାନ‌ରୁ

ରିପୋର୍ଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଇଂରାଜୀ - ରିପୋର୍ଟ)[ସମ୍ପାଦନା]

୧. କୌଣସି ଘଟନାର ଲିଖିତ ବିବରଣୀ ବା ବୃତ୍ତାନ୍ତ —୧. A written report.

(ଯଥା— ବାର୍ଷିକ ରିପୋର୍ଟ; ସଭାର ରିପୋର୍ଟ)

୨. ଉର୍ଦ୍ଧ୍ୱତନ
କର୍ମଚାରୀ ବା କର୍ତ୍ରୃପକ୍ଷଙ୍କ ପ୍ରେରିତ କୌଣସି ଘଟନାର ବିବରଣ —୨. A report submitted to a higher authority.

(ଯଥା—ପୁଲିସ୍ ରିପୋର୍ଟ, ଜନ୍ମ ମୃତ୍ୟୁ ରିପୋର୍ଟ)

୩. ଜମିଦାରୀ ଇତ୍ୟାଦି ପାଇଁ ଦେୟ ରାଜସ୍ୱ ବା ସଦର ଜମା —୩. The revenue payable to Government for a Zamindary or tenure.
୪. କର୍ତ୍ତୃପକ୍ଷଙ୍କ ନିକଟକୁ ଅଧସ୍ତତନ କର୍ମଚାରୀଙ୍କ ପ୍ରେରିତ ବା ସାଧାରଣଙ୍କ ଅବଗତି ନିମନ୍ତେ କର୍ତ୍ତୃପକ୍ଷଙ୍କଦ୍ୱାରା ପ୍ରେରିତ କୌଣସି ବିଷୟର ଲିଖିତ ସଟୀକ ବିବରଣ —୪. Report of a subordinate to the authorities or a report published by the autherities for general information.

[ଦ୍ରଷ୍ଟବ୍ୟ —ଇଂରାଜୀ - ରିପୋର୍ଟ (Report)ର ମୌଳିକ ଅର୍ଥ ଯାହା ଶୁଣାଯାଏ ବା କଥିତ ବିବରଣ କିନ୍ତୁ କଥିତ ବିବରଣ ସାଧାରଣତଃ ଲିଖିତ ଆକାର ଧାରଣ କରିବାରୁ ଏ ଶବ୍ଦ ଲିଖିତ ଆକାର ଧାରଣ କରିବାରୁ ଏ ଶବ୍ଦ ଲିଖିତ ବିବରଣକୁ ଓ କର୍ତ୍ତୃପକ୍ଷଙ୍କ ନିକଟକୁ ଅଧସ୍ତନ ବ୍ୟକ୍ତିଙ୍କ ପ୍ରେରିତ ଲିଖିତ ବିବୃତିକୁ ବୁଝାଇ ଅଛି]