Jump to content

ରିଷାଇବା

ଉଇକିଅଭିଧାନ‌ରୁ

ରିଷାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ରୋଷ ରୁଷ୍ ଧାତୁ)

[ସମ୍ପାଦନା]

ରଗାଇବା; ଚିଡ଼ାଇବା —To irritate; to enrage

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ରାଗିବା —to be angry; to be enraged.