ରିଷେଇବା

ଉଇକିଅଭିଧାନ‌ରୁ

ରିଷେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ରୋଷ ରୁଷ୍ ଧାତୁ)[ସମ୍ପାଦନା]

ରଗାଇବା; ଚିଡ଼ାଇବା —To irritate; to enrage

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

ରାଗିବା —to be angry; to be enraged.