ରିହାଇ
ଦେଖଣା
ରିହାଇ
ଉଚ୍ଚାରଣ
[ସମ୍ପାଦନା]ରିହାଇତ୍ (ତି)—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରିହାଇ; ରିଆୟତ)
[ସମ୍ପାଦନା]- ୧. ରିଆତି; ମୁକ୍ତି ୧. Release.
(ଉ— ଥୋକେ ଖାତକ ଦଶ ବାର ବରଷର ପୁରୁଣା କରଜର ମୂଳ କଳନ୍ତର଼ କରି ତମସୁକରେ ରେଜେଷ୍ଟରୀ କରାଇ ଦେଇ ରିହାଇ ପାଇଲେ ଫକୀରମୋହନ ଗଳ୍ପସ୍ୱଳ୍ପ)
- ୨. ଦୋଷର ମାଫ — ୨. Pardon; forgiveness of a fault.
- ୩. ଦଣ୍ଡାଦିରୁ ନିଷ୍କୃତି ବା ଅବ୍ୟାହତି —୩. Exemption from or remission of punishment.