ରୁଗୁଡ଼ିଆ

ଉଇକିଅଭିଧାନ‌ରୁ

ରୁଗୁଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ରୋଡିୟା)

କଙ୍କରମୟ ସ୍ଥାନ; ପଥୁରିଆ ଯାଗା — A rocky or gravelly place.

ଦେଶଜ - ବିଶେଷଣ -[ସମ୍ପାଦନା]

ବାଙ୍ଗର ଓ ଶୀର୍ଣ୍ଣକାୟ —Of stunted growth and emaciated.



ରୁଗୁଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରୁଗୁଡୀ, ରୁଗୁଡେଈ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ରୁଗ୍ଣ)[ସମ୍ପାଦନା]

୧. ରୁଗ୍ଣ — ୧. Delicate; sickly.
୨. ଖର୍ବକାୟ; ବାମନ —୨. Dwarfish; stunted.
୩. କଙ୍କରମୟ —୩. Gravelly.

(ଯଥା—କଙ୍କର— ମୟ ଭୂମିରେ ଉଠିବା ଗଛମାନ ରୁଗୁଡିଆ ହୋଇଯାଏ; ମାଲେରିଆ ଜରରେ ପିଲାମାନେ ରୁଗୁଡିଆ ହୋଇ ଯାଆନ୍ତି )