ରୁଗ୍ଣ
ଦେଖଣା
ରୁଗ୍ଣ
ଉଚ୍ଚାରଣ
[ସମ୍ପାଦନା](ରୁଗ୍ଣା, ରୂଗ୍ନା—ସ୍ତ୍ରୀ)
[ରୂଗଣତା(ତ୍ୱ)—ବି]
=== ସଂସ୍କୃତ - ବିଶେଷଣ - ପୁଂ.—(ରୁଜ୍ ଧାତୁ=ପୀଡ଼ିତ ହେବା+କର୍ତ୍ତୃ.ତ)
- ୧. ପୀଡିତ —୧. Ill.
- ୨. ଭଗ୍ନସ୍ୱାସ୍ଥ୍ୟ — ୨. Delicate; sickly; of delicate health.
- ୩. ଚିରରୋଗୀ ୩. Invalid; infirm.
- ୪. ବାଧାପ୍ରାପ୍ତ —୪. Checked (M.W.)
- ୫. ଭଗ —୫. Broken shattered (M.W.)
[ମନିଅର୍ ବିଲିଆମ୍ସ୍ ତାଙ୍କ ସଂସ୍କୃତ କୋଷରେ 'ରୁଗ୍ନ' ଶବ୍ଦକୁ ରୁଗ୍ଣଶବ୍ଦର ଅଶୁଦ୍ଧ ରୂପ ବୋଲି ଲେଖି ଅଛନ୍ତି ]