Jump to content

ରୁଜାପହ

ଉଇକିଅଭିଧାନ‌ରୁ

ରୁଜାପହ

ଉଚ୍ଚାରଣ

[ସମ୍ପାଦନା]
(ରୁଜାପହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ରୁଜା+ଅପ+ହା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଦୁଃଖ ବା କ୍ଳେଶ ନିବାରକୃ —୧. Keepng of pain (M.W.)
୨. ରୋଗହର — ୨. Removing sickness (M.W.).