ରୁଣ୍ଠା
ଦେଖଣା
ରୁଣ୍ଠା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ରୁଣ୍ଠିଆ—ଅନ୍ୟରୂପ]
[ରୁଣ୍ଠୀ,ରୁଣ୍ଠେଈ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ରୁଣ୍ଠା
ଦେଶଜ - ବିଶେଷଣ - ପୁଣ.ପୁଂ. ସ୍ତ୍ରୀ—(ସଂସ୍କୃତ - ରୁଣ୍ଠ ଧାତୁ)
[ସମ୍ପାଦନା]- ୧. ଅତି କୃପଣ — ୧. Very miserly.
- ୨. ବିଶୁଷ୍କ; ନୀରସ; ଶୁଖିଲା — ୨. Dry; sapless; withered.
- ୩. କ୍ଷୀଣ —୩. Feeble; emaciated.
- ୪. ଖର୍ବକାୟ —୪. Dwarfish.
ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ -
[ସମ୍ପାଦନା]ଖାଣ୍ଟ; ଖାରା; ନ୍ୟାୟବନ୍ତ — Pure, upright.
[ଉ—ଗାନ୍ଧି ଜଣେ ରୁଣ୍ଠା ଲୋକ— ରାଧାନାଥ ରଥ.ଗାନନ୍ଧି ଆତ୍ମକଥା]