Jump to content

ରୁପୁଲି

ଉଇକିଅଭିଧାନ‌ରୁ

ରୁପୁଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ରୂପ୍ୟ)

[ସମ୍ପାଦନା]
୧. ରୌପ୍ୟ ନିର୍ମିତ — ୧. Made of silver.
୨. ରଜତାଭ —୨. Silver-white; silvery.
୩. ରୌପ୍ୟ ସମ୍ୱନ୍ଧୀୟ —୩. Relating to silver.
୪. ରୁପାରେ ଗିଲି ହୋଇଥିବା —୪. Silver- gilt.
୫. ରୁପାରେ ଛୁଆଣି ହୋଇଥିବା —୫. Silver-plated; overlai with a thin layer of silver.

ବିଶେଷ୍ୟ -

[ସମ୍ପାଦନା]

ଜର୍ମାନ ସିଲ୍ଭର୍; ଟଉ —୧. Pewter; german silver.

୨. କୃତ୍ରିମ ରୂପା —୨. Artificial silver.
୩. ଆଳୁମିନିଅମ୍ ନାମକ ଧାତୁ — ୩. Aluminium.