ରୁମ୍

ଉଇକିଅଭିଧାନ‌ରୁ

ରୁମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା, ରୁମ୍; ସଂସ୍କୃତ - ରୋମକ)[ସମ୍ପାଦନା]

୧. ଗ୍ରାସୀ, ଇଟାଲି ଓ ତୁରଷ୍କ ଆଦିର ଫାରସୀ ନାମୀ —୧. Persian name of Greece, italy and Turkey and adjoining countries.

[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରୁ ରୋମକ ଜାତିର ଶକ୍ତି ବଢ଼ିଲା ୟୁନାନ୍ (ଗ୍ରୀସ୍)ର ପତନ ପରେ ରୋମକ ଏକ ପ୍ରଭାବଶୀଳ ଜାତି ହୋଲା ଏମାନଙ୍କ ରାଜଧାନୀ ଇଟାଲୀର ରୋମ ନଗର ଥିଲା ସ୍ପେନ୍ଠାରୁ ଆରବ ଓ ମିଶର ପର୍ଯ୍ୟନ୍ତ ଏ ଜାତି ରାଜ୍ୟ ବିସ୍ତାର କରିଥିଲେ ଖ୍ରୀଷ୍ଟ: ୩ୟ ଶତାବ୍ଦୀରେ ଶେଷରେ ଏ ସାମ୍ରାଜ୍ୟ ୨ ଶାସନ ଭାଗରେ ବିଭକ୍ତ ହେଲା ଖ୍ରୀ. ୩ରେ କୈସର୍ କନଷ୍ଠାଣ୍ଟାଇନ୍ (Constantine) କୁସ୍ତୁନିଆ (Constantinople) ନଗରରେ ନିଜର ରାଜଧାନୀ ସ୍ଥାପନ କଲେ ଖ୍ରୀ. ୩୯୫:ରେ ପୂର୍ବୀୟ ଓ ପାଶ୍ଚାତ୍ୟ ପୋମ ରାଜ୍ୟ ଧୀରେ ଧୀରେ ନିର୍ବଳ ହେଲା; ଗଥ୍ ଓ ଫ୍ରେଞ୍ଚ୍ ଆଦି ଜାତିମାନେ ଏ ରାଜ୍ୟକୁ ଧ୍ୱସଂ କଲେ ପୂର୍ବୀୟ ରାଜ୍ୟ ଆଦି ଜାତିମାନେ ଏ ରାଜ୍ୟ ନାମରେ ଖ୍ୟାତ ହେଲା ଇଉରୋପର ଦକ୍ଷିଣ ପୂର୍ବ ଭାଗ, ଅସିଆର ପଶ୍ଚିମ ଭାଗ ଓ ଉତ୍ତର ଆଫ୍ରିକା ଓ ଅନେକ ଦ୍ୱୀପ ଏ ସାମ୍ରାଜ୍ୟର ଅର୍ନ୍ତଭୂକ୍ତ ଥିଲା ସେହି ସମୟରୁ ତୁର୍କୀ (ତୁରଷ୍କ, ଯହିଁରେ ରାଜଧାନୀ କୁସ୍ତୁନ୍ତୁନିଆ) 'ରୁମ୍' ନାମରେ ଖ୍ୟାତ ହୋଇଅଛି—ହିନ୍ଦୀ - ଶ ଆଜି ପର୍ଯ୍ୟନ୍ତ ଭାରତୀୟ ମୁସଲମାନ୍ମାନେ ଶୁକ୍ରବାର ଦିନ ମସଜୀଦ୍ରେ ପ୍ରାର୍ଥନା କଲା ଜେବେକାର କରନ୍ତି]

୨. (ଇଂ, ରୁମ) କକ୍ଷ; ପ୍ରକୋଷ୍ଠ; କୋଠରି; କାମରା — ୨. Room.