Jump to content

ରୂପକ ସମାସ

ଉଇକିଅଭିଧାନ‌ରୁ

ରୂପକ ସମାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ସମସ୍ତପଦ ରୂପକ ଅଳଂକାରଯୁକ୍ତ ହୋଇଥାଏ —A compound word consisting of a metaphor.

[ଯଥା— ମୁଖଚନ୍ଦ୍ର, ବଦନ ସରୋଜ, ପାଦପଦ୍ମ, କରକମଳ, ହୃଦ— ପଦ୍ମ, ବିଷୟାବିଷ]