Jump to content

ରେକାବି

ଉଇକିଅଭିଧାନ‌ରୁ

ରେକାବି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ରକାବୀ)

[ସମ୍ପାଦନା]

ଥାଳିଆ; ଛୋଟ ଥାଳୀ; ପତଳା ଥାଳିଆ —Saucer; a small plate; a thin metal platter.

[ଉ— ଯୋଡ଼ଠାରୁ ବୋଟା ଥାଳିକି ରେକାବି ସବୁ କଲେ ଅପସନ୍ଦ—ଭିକାରୀଚରଣ. ସାଆନ୍ତିଆ ବାହା]