ରେଖା ଗଣିତ

ଉଇକିଅଭିଧାନ‌ରୁ

ରେଖା ଗଣିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ରେଖା ବିଷୟକ ଗଣିତ)[ସମ୍ପାଦନା]

୧. ଜ୍ୟାମିତି; କ୍ଷେତ୍ରତତ୍ତ୍ୱ — ୧. Geomatry.
୨. କ୍ଷେତ୍ର ପରିମିତ ଶାସ୍ତ୍ର; କ୍ଷେତ୍ରମିତି — ୨. Mensuration.

[ଦ୍ରଷ୍ଟବ୍ୟ —ପ୍ରଥମେ ପଣ୍ଡିତରାଜ ଜଗନ୍ନାଥ ଏ ଶବ୍ଦର ପ୍ରୟୋଗ କରିଥିଲେ ମହାରାଜ ଜୟସିଂହଙ୍କ ଆଜ୍ଞାରେ ଏ ମହାଶୟ ପାଶ୍ଚାତ୍ୟ ଇଉକ୍ଳିଉର (କ୍ଷେତ୍ର— ତତ୍ତ୍ୱର) ଆରବୀ ଅନୁବାଦର ସଂସ୍କୃତ ଅନୁବାଦ କରିଥିଲେ ପରନ୍ତୁ ବୈଦିକ ଋଷିମାନେ ଏ ଶାସ୍ତ୍ର ଆରମ୍ଭ କରିଥିଲେ ଏଥିର ପ୍ରମାଣ 'ଶୁଲ୍ୱସୂତ୍ର' ଅଟେ ଏଥିରେ ଯଜ୍ଞବେଦୀର ନିର୍ମାଣ ପାଇଁ ନାନା ଆକାର ବର୍ଣ୍ଣିତ ହୋଇଅଛି ପରେ ଭାସ୍କରାଚାର୍ଯ୍ୟଙ୍କ ଲୀଳାବତୀ କ୍ଷେତ୍ରମିତି (Mensuration) ଉପରେ ପ୍ରତିଷ୍ଠିତ କେତେକ ପଣ୍ଡିତ କହନ୍ତି ଯେ ପ୍ରାଚୀନ ଆର୍ଯ୍ୟଗଣ କ୍ଷେତ୍ରମିତ (Mensuration) ଜାଣୁନଥିଲେ କିନ୍ତୁ ରେଖାଗଣିତ (Geomatry) ଜାଣୁ ନ ଥିଲେ; କିନ୍ତୁ ଏହା ଠିକ୍ ନୁହେଁ କାରଣ ମିଶରଦେଶ (Egypt) ଓ ୟୁରାନ୍ (Persia)ରେ ଭୂମିର ମାପ କରିବା ପାଇଁ ରେଖାଗଣିତର ବ୍ୟବହାର ସର୍ବପ୍ରଥମେ ହୋଇଥିଲା— (ହିନ୍ଦୀ - ଶ.)]