ରେଜସ୍ତେରୀ କରିବା

ଉଇକିଅଭିଧାନ‌ରୁ

ରେଜସ୍ତେରୀ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ଇଂରାଜୀ - ରେଜିଷ୍ଟର୍)[ସମ୍ପାଦନା]

୧. ସାଧାରଣ ପକ୍ଷମାନଙ୍କ ସଂପାଦିତ ଦଲିଲକୁ ରେଜିଷ୍ଟାର୍ ଚିହ୍ନଟ କରିବା —୧. To register a document (said of a Registration Officer).
୨. ଆପେ ଲେଖିଥିବା ଓ ସଂପାଦନ କରିଥିବା ଦଲିଲରେ ଆପଣାର ସ୍ୱାକ୍ଷରକୁ ରେଜିଷ୍ଟାର୍ଙ୍କ ସମ୍ମୁଖରେ ସ୍ୱୀକାର କରିବାଦ୍ୱାରା ହାକିମଙ୍କଦ୍ୱାରା ତାହା ରେଜିଷ୍ଟରୀ କରାଇବା —୨. To admit the excution of a document and so to enable the Registrar to register it.