ରେଜେସ୍ତିରୀ ଆଫିସି

ଉଇକିଅଭିଧାନ‌ରୁ

ରେଜେସ୍ତିରୀ ଆଫିସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ରେଜିଷ୍ଟେ(ଷ୍ଟ୍ରେ)ସନ ଅଫିସ୍ (କଚିରୀ), ରେଜି (ଜ, ଜେ)ଷ୍ଟ(ଷ୍ଟି, ଷ୍ଟେ, ସ୍ତ, ସ୍ତି, ସ୍ତେ)ରୀ କଚି(ଚେ)ରୀଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଜିଷ୍ଟ୍ରସନ୍ ଅଫିସ୍)[ସମ୍ପାଦନା]

ଯେଉଁ କଚିରିରେ ହାକିମ ଦଲିଲ— ମାନଙ୍କୁ ରେଜିଷ୍ଟରୀ କରନ୍ତି — Registration Office.