ରେଡ଼ିଓ
ଦେଖଣା
ରେଡ଼ିଓ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଡ଼ିଓ)
[ସମ୍ପାଦନା]ବହୁ ଦୂରରେ ଉଚ୍ଚାରିତ ଶବ୍ଦ ଓ ଗୀତ ଆଦି ଶୁଣିବା ପାଇଁ ବ୍ୟବହୃତ ବେତାର ବୈଦ୍ୟୁତିକ ଯନ୍ତ୍ର —Radio.
[ଦ୍ରଷ୍ଟବ୍ୟ —ଉଚ୍ଚାରିତ ଶବ୍ଦମାନ ଶୂନ୍ୟରେ ବିରାଜିତ ବୈଦ୍ୟୁଦିକ ଲହରୀଦ୍ୱାରା ଚାଳିତ ହୋଇ ଏ ବିଶ୍ୱରେ ସର୍ବତ୍ର ପରିଭ୍ରମଣ କରୁଅଛି ଏହି ରେଡ଼ିଓ ଯନ୍ତ୍ରଦ୍ୱାରା ଉକ୍ତସ୍ୱରମାନଙ୍କୁ ଯେ କୋଣସି ସ୍ଥାନରେ ଧରାଯାଇ ପାରେ]