ରେତଃ
ଦେଖଣା
ରେତଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୀ ଧାତୁ=କ୍ଷରିତ ହେବା+କର୍ତ୍ତୃ. ଅସ୍; ନିପାତନ; ରେତସ୍ ଶବ୍ଦ ୧ମା, ୧ବ)
[ସମ୍ପାଦନା]- ୧. ଶୁକ୍ର; ବୀର୍ଯ୍ୟ — ୧. Semen; sperm; semen virile.
- ୨. ଶିବ ବୀର୍ଯ୍ୟ; ପାରଦ; ପାରା —୨. Mercury; quick- silver.
[ଦ୍ରଷ୍ଟବ୍ୟ —ପାରଦ ଶିବଙ୍କ ବୀର୍ଯ୍ୟ ଓ ଗନ୍ଧକ ପାର୍ବତୀଙ୍କ ରଜଃ ବୋଲି ପୁରାଣ ପ୍ରସିଦ୍ଧ ଅଟେ]
- ୩. ଧୂଳି — ୩. Dust.
- ୪. ସନ୍ତାନ —୪. Progeny; offspring (Apte).
- ୫. (ବୈଦିକ) ପାପ —୫. Sin (Apte).
- ୬. (ବୈଦିକ) ସ୍ରୋତଃ —୬. Flow; current (Apte).
- ୭. (ବୈଦିକ) ଜଳ (ହିନ୍ଦୀ - ଶ) — ୭. Water.