Jump to content

ରେଫ

ଉଇକିଅଭିଧାନ‌ରୁ

ରେଫ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ର+ଇଫ[ସମ୍ପାଦନା]

୧. ହଳନ୍ତ'ର' ଅକ୍ଷର କୌଣସି ବର୍ଣ୍ଣ ପର୍ବରେ ରହିଲେ ତାହାର ଚିହ୍ନରୂପେ ସେହି ବର୍ଣ୍ଣର ମୁଣ୍ଡ ଉପରେ ଡାହାଣପାଖରେ ଦିଆଯିବା—"ଚିହ୍ନ — ୧. The sign "given on the right side top of a letter to which the letter 'r' is prefixed.

[ଦ୍ରଷ୍ଟବ୍ୟ —୧ ଶବ୍ଦ ମଧ୍ୟରେ କୌଣସି ବ୍ୟଞ୍ଜନ ବର୍ଣ୍ଣପୂର୍ବରେ ହସନ୍ତ 'ର୍' ରହିଲେ ତାହା ରେଫ (') ଆକୃତି ଧାରଣ କରି ଉକ୍ତ ବ୍ୟଞ୍ଜନବର୍ଣ୍ଣର ମସ୍ତକକୁ ଯାଏ ଓ 'ର' ପୂର୍ବେ କୌଣସି ହସନ୍ତ ବ୍ୟଞ୍ଜନବର୍ଣ୍ଣ ରହିଲେ 'ର' ସେହି ବ୍ୟଞ୍ଜନବର୍ଣ୍ଣ ତଳେ '/?/' ('ର' ଫଳା) ହୋଇ ଯୁକ୍ତ ହିଏ (ଯଥା—ବୀର୍+ଯ=ବୀର୍ଯ; ନାମ +ର=ନମ୍ର ୨ ରେଫ୍ ତଳେ ଚ, ଛ, ଜ, ଣ, ତ, ଧ, ନ, ବ, ମ ଓ ଯ ଏହା ଅକ୍ଷରଗୁଡ଼ିକର ବିକଳ୍ପରେ ଦ୍ୱିତ ହୁଏ ଯଥା—ଅର୍ଚ୍ଚନା ବା ଅର୍ଚନା, ଧର୍ମ୍ମ ବା ଧର୍ମ, କାର୍ଯ୍ୟ ବା କାର୍ଯ, ଉର୍ବ୍ୱ ବା ଉର୍ବ,]

୨.ର ବର୍ଣ୍ଣ —୨. The letter 'ra'
୩. ମହୁମାଛିର ଓ ଭ୍ରମରର ମସ୍ତକରେ ଥିବା (ରେଫ) ଆକୃତିବିଶିଷ୍ଟ ଦୁଇଟି ନିଶ —୩. The two antennae or feelers on the head of the bee or wasp.
୪. (ରିଫ୍ ଧାତୁ+ଭାବ. ଅ)ରାଗ; କ୍ରୋଧ — ୪. Anger; rage.
୫. ସ୍ନେହ —୫. Affection.
୬. ଶବ୍ଦ (ହିନ୍ଦୀ - ଶ) —୬. Sound

ସଂସ୍କୃତ - ବିଶେଷଣ - (ରିଫ୍ ଧାତୁ =ନିନ୍ଦା କରିବା +କର୍ମ ଅ)[ସମ୍ପାଦନା]

୧. ପରିତ୍ୟକ୍ତ — ୧. Deserted; abandoned
୨. ନୀଚ; ଅଧମ — ୨. Low, mean
୩. କୃପଣ —୩. Miserly.
୪. କ୍ରୁର —୪. Cruel.

ପ୍ରାଦେଶିକ - (ଯାଜପୁର)ବି[ସମ୍ପାଦନା]

କପର୍ଦକ ମାତ୍ର — One cowrie even.

[ଉ—ସେ ମୋତେ ଗୋଟାଏ ରେଫବି ଛାଡ଼ିଲା ନାହିଁ]