ରେବତ
ଦେଖଣା
ରେବତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ରେବ୍ ଧାତୁ=ଗମନ କରିବା+କର୍ତ୍ତୃ. ଅତ)
[ସମ୍ପାଦନା]- ୧. ଆରଗବଧ ବୃକ୍ଷ; ସୁନାରି ଗଛ —୧. A tree; Cassia Fistula.
- ୨. ବଳରାମଙ୍କ ସ୍ତ୍ରୀ ରେବତୀଙ୍କ ପିତା —୨. The name of the father of Baḻarāma's wife.
[ଦ୍ରଷ୍ଟବ୍ୟ —ରେବତୀ ଆନର୍ତ୍ତରାଜଙ୍କ ପୁତ୍ର ଓ ଶର୍ଯ୍ୟାତିଙ୍କ ପୌତ୍ର କୁଶସ୍ଥୀଳ ଏହାଙ୍କ; ରାଜଧାନୀ ଏହାଙ୍କର ରେବତୀ ନାମରେ ଏକ ଅନୁପମରୂପଲାବଣ୍ୟବତୀ କନ୍ୟା ଜନ୍ମିଥିଲେ ରେବତିଙ୍କ ବିବାହକାଳ ଉପସ୍ଥିତ ହେବାରୁ ରେବତ କନ୍ୟାପାଇଁ ବର ଅନ୍ୱେଷଣ କରିବାକୁ ବ୍ରହ୍ମାଙ୍କ ପାଖକୁ ଗଲେ ଏବଂ ସେଠାରେ ସାମଗନ ଶ୍ରବଣରେ ମୁଗ୍ଧ ହୋଇ ବହୁ ଯୁଗ କାଳ ମୂହୁର୍ତ୍ତବତ୍ ଯାପନ କଲେ ଶେଷରେ ସେଠାରୁ ଫେରି ବ୍ରହ୍ମାଙ୍କ ଉପଦେଶ ଅନୁସାରେ ନିଜ ଦୁହିତା ରେବତୀଙ୍କୁ ବଳରାମଙ୍କ ହସ୍ତରେ ସମର୍ପଣ କରି ତପସ୍ୟାର୍ଥ ସୁମେରୁ—ଶିଖରରେ ଆରୋହଣ କଲେ ଓ ସେଠାରୁ ସନ୍ଦେହ ସ୍ୱର୍ଗଲାଭ କଲେ]
- ୩. ରେବତ; ପିଦୁଡ଼ି; ପିଜୁଳି (ଗଛ ଓ ଫଳ) —୩. Guava (tree and fruit)
- ୪. ଜମ୍ଭୀର ଲେମ୍ୱୁ —୪. A kind of very sour Orange.