Jump to content

ରେବା

ଉଇକିଅଭିଧାନ‌ରୁ

ରେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ରେବ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଅ)

[ସମ୍ପାଦନା]
୧. ନର୍ମଦା ନଦୀ —୧. The river Nurbudda.

[ଉ—ପଶ୍ଚିମ ବହଇ ରେବା, ପୂର୍ବେ ମହାନଦୀ ରାଧାନାଥ. ମହାଯାତ୍ରା]

୨. ଦୁର୍ଗା —୨. The Goddess Durgā
୩. କାମ ଦେବ ପତ୍ନୀ; ରତି —୩. The wife of God Cupid.
୪. ନୀଳ ଗୁଳ (ହିନ୍ଦୀ - ଶ) —୪. Indigo plant.