Jump to content

ରୋକସତ୍

ଉଇକିଅଭିଧାନ‌ରୁ

ରୋକସତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ରୁଖ୍ ସତ୍)

[ସମ୍ପାଦନା]

ବିଦାୟ; ମେଲାଣି — Bidding good bye; farewell

[ଉ—ଆଉ ଆଉ ମାନଙ୍କୁ ରୋକସୋତ ଦେଲେ ଫକୀରମୋହନ ଛମାଣ ଆଠଗୁଣ୍ଠ]

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ବିଦାୟ ପ୍ରାପ୍ତ —Departed; permitted to go.