ରୋକସୋତି
ଦେଖଣା
ରୋକସୋତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - (ବି ଆରବୀ - ରୁଖ୍ସତୀ)
[ସମ୍ପାଦନା]- ୧. ବିଦାକି —୧. Tips presents made at time of bidding good bye.
[ଉ—ବାଈଜିଙ୍କ ରୋକସତି ଶଏ ଟଙ୍କା ଓ ବାଇତିଙ୍କ ସାଙ୍ଗ ଲୋକ ଓ ଦୋସ୍ତମାନଙ୍କ ଖାନାପଲା ଓ ସକାଶେ ଏକଶ ଟଙ୍କା ବହୁତ ହେବ ଫକୀର ମୋହନ ଖାନାପଲାଓ ସକାଶେ ଏକଶ ଟଙ୍କା ବହୁତ ହେବ ଫକୀରମୋହନ ଛମାଣ ଆଠଗୁଣ୍ଠ]
- ୨. ରୋକ୍ସତି (ଦେଖ) - —୨. Racsati (See)