ରୋକିବା
ଦେଖଣା
ରୋକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ଫାରାସୀ - ରୋକ୍; ସଂ,ରୋଧ, ରୁଧ ଧାତୁ)
[ସମ୍ପାଦନା]- ୧. ଗତି ରୋଧ କରିବା; ଗତି ବନ୍ଦ କରିବା —୧. To restrain one's motion;to check.
[ଉ=ଗାଡ଼ିକି ରୋକିବା, ଘୋଡ଼ାକୁ ଭୋକିବା ]
- ୨. ବାଧା ଦେବା; ଅଟକାଇବା —୨. To obstruct.
- ୩. ନିୟନ୍ତ୍ରତ କରିବା —୩. To control;to keep in check.
- ୪. ସ୍ଥଗିତ କରିବା —୪. To stop.
- ୫. ଜାତିରୁ ଅଟକ କରିବା —୫. To excommunicate; to boycott.
- ୬. ମନା କରିବା; ନିଷେଧ କରିବା —୬. To prohibit;dissuade.
- ୭. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ସ୍ୱାଧୀନ ଚାଲିଚଳଣିକୁ ନିୟନ୍ତ୍ରିତ ବା ସଂଯତ କରିବା —୭. To control one's free dealings.
[ଯଥା—ସେ ତାଙ୍କୁ ଘରଦ୍ୱାରା ସବୁ ରୋକି ଦେଲେ]
ପ୍ରାଦେଶିକ - (ଖଡ଼ିଆଳ)କ୍ରି
[ସମ୍ପାଦନା]ଢାଳି ଦେବା — To pour out